ଚାକିରି କରାଇ ଦେବା ନାଁରେ ଦେଢ଼ ଲକ୍ଷ ଚଳୁ

ଧଉଳି: ଚାକିରି କରାଇ ଦେବାକୁ କହି ଜଣେ ଧୂର୍ତ୍ତ ବହୁ ବେକାର ଯୁବକ/ଯୁବତୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ମାରିଛି। ଏ ସଂପର୍କରେ ଠକାମିର ଶିକାର ହୋଇଥିବା କନ୍ଧମାଳ ଜିଲ୍ଲାର ଫିରୋଜ ନାୟକ ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ଫିରୋଜ ତାଙ୍କଠାରୁ ମଧ୍ୟ ଦେଢ଼ ଲକ୍ଷ ଟଙ୍କା ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍‌ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରିଥିଲା। କିନ୍ତୁ ଘଟଣା କନ୍ଧମାଳ ଜିଲ୍ଲାରେ … Continue reading ଚାକିରି କରାଇ ଦେବା ନାଁରେ ଦେଢ଼ ଲକ୍ଷ ଚଳୁ